ଟିମ୍ ଇଣ୍ଡିଆର ଦୀପାବଳି ଉପହାର : ଭାରତ ୪ ଓ୍ବିକେଟରେ ପାକିସ୍ତାନ ଠାରୁ ବିଜୟୀ

ମେଲବୋର୍ଣ୍ଣ : ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡଠାରେ ଖେଳାଯାଉଥିବା ଟି-୨୦ ବିଶ୍ବକପର ଏକ ସୁପର-୧୨ ମ୍ୟାଚରେ ଭାରତ ୪ ଓ୍ବିକେଟରେ ରୋମାଞ୍ଚକର ବିଜୟ ହାସଲ କରିଛି। ଆଜିର ମ୍ୟାଚରେ ପୁଣି ବିରାଟ କୋହଲିଙ୍କ ବ୍ୟାଟର କମାଲ ଦେଖିବାକୁ ମିଳିଛି। ସେ ଅପରାଜିତ ୮୨ ରନ କରି ଏକ ମ୍ୟାଚ ବିଜୟୀ ପାଳି ଖେଳିଛନ୍ତି। ଶେଷ ବଲରେ ଭାରତ ୨ ରନର ଦରକାର କରୁଥିବାବେଳେ ବୋଲର ମହମ୍ମଦ ନୱାଜ ଗୋଟିଏ ୱାଇଡ୍ ପକାଇବାରୁ … Continue reading ଟିମ୍ ଇଣ୍ଡିଆର ଦୀପାବଳି ଉପହାର : ଭାରତ ୪ ଓ୍ବିକେଟରେ ପାକିସ୍ତାନ ଠାରୁ ବିଜୟୀ